The Ultimate Managed Hosting Platform
ADVERTISEMENT

ସମ୍ବଲପୁର ହିଂସା ଘଟଣା ;ସିବିଆଇ ତଦନ୍ତ ଦାବି କଲା ବିଜେପି

Facebook
Twitter
LinkedIn

ଭୁବନେଶ୍ୱର : ସମ୍ବଲପୁର ହିଂସା ଘଟମାରେ ସିବିଆଇ ତଦନ୍ତ ଦାବି କଲା ବିଜେପି ଟିମ୍ । କ୍ଷେତ୍ର ପରିଦର୍ଶନ ପରେ କେନ୍ଦ୍ରୀୟ ବିଜେପି ଟିମର ସିବିଆଇ ତଦନ୍ତ ଦାବି । ପ୍ରେସ କନଫରେନ୍ସ ଦାବି କଲେ ଟିମ୍ ସଦସ୍ୟ ବ୍ରିଜଲାଲ । ଜିହାଦୀଙ୍କ ସମ୍ପୃକ୍ତି ସନେ୍ଦହ କରାଯାଉଥିବାରୁ ସିବିଆଇ ତଦନ୍ତ ହେଉ ।
ସେପଟେ ଆଜି ସମ୍ବଲପୁର ଝାରମୁଣ୍ଡାକୁ ୪ ଜଣିଆ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଗସ୍ତ କରିଥିଲେ । ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ୱରେ ଟିମ ଅନୁଧ୍ୟାନ ପାଇଁ ଯାଇଥିଲା । ହିଂସା ଘଟଣାରେ ମୃତକ ମିର୍ଦ୍ଧାଙ୍କ ଝାରମୁଣ୍ଡା ସ୍ଥିତ ଘରେ ତାଲା ପଡିଥିବା ଦେଖିଲେ । ପରିବାର ଲୋକ କୁଆଡେ ଗଲେ ? ପୂର୍ବରୁ ଏସଟି କମିଶନଙ୍କ ଗସ୍ତ ବେଳେ ବି ମିର୍ଦ୍ଧାଙ୍କ ଘରେ ତାଲା ପଡିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login