ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଗିରଫ

ସମ୍ବଲପୁର : ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କଲା ପୋଲିସ । ୧୨ ରେ ପଥର ମାଡ ପାଇଁ ୩ ଜଣ ଓ ୧୪ ରେ ଦୋକାନ ଭଙ୍ଗାରୁଜା ପାଇଁ ୩ ଜଣ ଗିରଫ ହୋଇଛନ୍ତି । ଏଯାବତ୍ ମୋଟ ଗିରଫ ଦାରୀ ସଂଖ୍ୟା ୮୫ କୁ ବଢିଲା ।ସେପଟେ ସମ୍ବଲପୁରରେ ପୁଣି ବଢିଛି ଇଣ୍ଟରନେଟ କଟକଣା । ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ। ଶାନ୍ତି ବଜାୟ ରଖିବା ପାଇଁ … Continue reading ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଗିରଫ