The Ultimate Managed Hosting Platform
ADVERTISEMENT

ସମ୍ବଲପୁର ହାର୍ଟ ଉପରେ ହେବ ମୋଦିଙ୍କ ସମାବେଶ; ମନମୋହନ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ସମ୍ବଲପୁର ହାର୍ଟ ଉପରେ ହେବ ମୋଦିଙ୍କ ସମାବେଶ । ୩ରେ ସମ୍ବଲପୁର ଆଇଆଇଏମ ଉଦଘାଟନ ପରେ ସଭା କରିବେ ପ୍ରଧାନମନ୍ତ୍ରୀ । ରେମେଡ ପଡିଆରେ ସଭା ହେବ । ଦେଢ ଲକ୍ଷ ଲୋକଙ୍କୁ ସମ୍ବୋଧନ କରିବେ । ଆଗକୁ ଆହୁରି କେନ୍ଦ୍ରୀୟ ନେତା ଆସିବା ପାଇଁ ଖସଡା ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login