ସମ୍ବଲପୁର ଜିଲ୍ଲାରେ ଇଣ୍ଟରନଟେ ସେବା ବନ୍ଦ , ୧୪୪ ଧାରା ଜାରୀ

ସମ୍ବଲପୁର : ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥର ମାଡ ଘଟଣା । ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ । ଆଜି ସକାଳ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ସୋସିଆଲ ମିଡିଆରେ ଉସକାଇବା ଭଳି ମେସେଜ ରୋକିବାକୁ ପଦ କ୍ଷେପ । ଇଣ୍ଟରନେଟ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ।ସୂଚନା ଅନୁଯାୟୀ ଗତକାଲି ହନୁମାନ ଜୟନ୍ତୀ ବାଇକରାଲି ସମୟରେ ପଥରମାଡ଼ଙ୍କୁ … Continue reading ସମ୍ବଲପୁର ଜିଲ୍ଲାରେ ଇଣ୍ଟରନଟେ ସେବା ବନ୍ଦ , ୧୪୪ ଧାରା ଜାରୀ