The Ultimate Managed Hosting Platform
ADVERTISEMENT

ସମ୍ପୁର୍ଣ୍ଣ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ !

Facebook
Twitter
LinkedIn

କଟକ : ସମ୍ପୁର୍ଣ୍ଣ ଭାବେ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ । ସମ୍ପୁର୍ଣ୍ଣ ଭଙ୍ଗାଯାଇ ନୂଆ କରି ତିଆରି ହେବ ଷ୍ଟାଡିୟମ । ଭଙ୍ଗାଯିବା ନେଇ ଓସିଏ ସଂପାଦକ ସଂଜୟ ବେହେରାଙ୍କ ସୂଚନା । ଭଙ୍ଗାଯାଇ ସମ୍ପୁର୍ଣ୍ଣ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ । ନୂଆ ଷ୍ଟାଡିୟମ କରାଯାଇ ଅଧିକ ଦର୍ଶକ କ୍ଷମତା ବଢାଯିବ । ଏବେ ୪୨ ହଜାର ଦର୍ଶକ କ୍ଷମତା ଅଛି , ୬୦ ହଜାରକୁ ବଢିବ । ଷ୍ଟାଡିୟମର ମୂଳ ଭିତ୍ତି ୧୯୫୨ ମସିହାରେ ତିଆରି ହୋଇଥିଲା । ସମ୍ପୁର୍ଣ୍ଣ ଭଙ୍ଗାନଗଲେ ନୂଆ କରି ତିଆରି କରାଯାଇ ପାରିବନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login