The Ultimate Managed Hosting Platform
ADVERTISEMENT

ସମ୍ପନ୍ନ ହେଲା ଛେରାପହଁରା ନୀତି

Facebook
Twitter
LinkedIn

ପୁରୀ : ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ । ରୀତିନୀତି ସହ ସମ୍ପନ୍ନ ହେଲା ଛେରାପହଁରା । ତମଯାନରେ ଫେରିଲେ ଗଜପତି ମହାରାଜା । ଚାରମାଳ ଫିଟା ଓ ଘୋଡାଲାଗି କାର୍ଯ୍ୟ ତ୍ୱରାନ୍ୱିତ । ବାହୁଡା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ । ଛେରାପହଁରା ନୀତି ପରେ ଆରମ୍ଭ ହୋଇଛି ରଥଟଣା । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଗଡିଲା ରଥ । ସଅଳ ଚାଲିଛି ଠାକୁରଙ୍କ ସମସ୍ତ ନୀତିକାନ୍ତି । ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି ଭକ୍ତ । ଶରଧାବାଲିରୁ ବଡଦାଣ୍ଡ ଅଭିମୁଖେ ବଡଠାକୁର । ଘଣ୍ଟଘଣ୍ଟା , ଶଙ୍ଖ ଧ୍ୱନିରେ କମ୍ପୁଛି ଶରଧାବାଲି । ଲକ୍ଷ ଲକ୍ଷ ଭକ୍ତ ଟାଣିନେଉଛନ୍ତି ମହାବାହୁଙ୍କୁ । ସେହି ଜଗତର ନାଥ ଜଗନ୍ନାଥଙ୍କୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଅନେକ ଭକ୍ତଙ୍କ ସମାଗମ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଝଡାଫୁଙ୍କା ବାହାନାରେ ଦୁଷ୍କର୍ମ ଉଦ୍ୟମ

ଗୋପାଳପୁର ଗଣଦୁଷ୍କର୍ମ : ଚାର୍ଜସିଟ ଦାଖଲ

ଗୋପାଳପୁର : ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ ଦାଖଲ । ଏସଡିଜେଏମଙ୍କ କାର୍ଯ୍ୟାଳୟରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ୫୭୪ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା...

Login