ଭୁବନେଶ୍ୱର : ସମୃଦ୍ଧ ଓଡିଶା ୨୦୩୬ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଉକôଳ ଚ୍ୟାମ୍ପର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ଆନୁକୂଲ୍ୟରେ ଉଦଘାଟିତ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ନେଇ ଶିଳ୍ପ ବିଭାଗର ଭିଜନ । ୨୦୩୬ରେ ଓଡିଶାର ଅର୍ଥନୀତି ୫୦୦ ବିିଲିୟନରେ ପହଁଚାଇବା ଲକ୍ଷ୍ୟ । “ଜଳବାୟୁର ପ୍ରତିକୂଳ ପ୍ରଭାବ ବ୍ୟାପକ ହେଉଥିବାବେଳେ ପରିବେଶ ବ୍ୟବସ୍ଥାର ଅଧୋପତନ ଏବଂ ଜୀବିକା ଉପାର୍ଜନରେ ଦ୍ରୁତ ପରିବର୍ତ୍ତନ ଘଟୁଛି । ଏହି ପରିପ୍ରେକ୍ଷୀରେ ଓଭିସି ୨୦୨୫ ଓଡ଼ିଶାର ପରବର୍ତ୍ତୀ ଦଶନ୍ଧି ନିମନ୍ତେ ସମତୁଲ ବିକାଶ ଏବଂ ଜଳବାୟୁ ପ୍ରତିରୋଧୀ କ୍ଷମତାକୁ ମାର୍ଗଦର୍ଶନକାରୀ ବିଷୟବସ୍ତୁ ଭାବରେ ଆଲୋଚ୍ୟ ବିଷୟବସ୍ତୁ ଭାବରେ ସ୍ଥାନିତ କରିଛି ବୋଲି ଏହି କନ୍କ୍ଲେଭ ଆୟୋଜନ କରୁଥିବା ଭୁବନେଶ୍ୱରସ୍ଥିତ ଏକ ଏନ୍ଜିଓ ସେଣ୍ଟର ଫର୍ ୟୁଥ୍ ଆଣ୍ଡ ସୋସିଆଲ ଡେଭେଲପମେଣ୍ଟ (ସିୱାଇଏସ୍ଡି)ର ସହ-ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ କହିଛନ୍ତି । କନ୍କ୍ଲେଭ୍ରେ ଜଙ୍ଗଲ, ଉପକୂଳ, ଆର୍ଦ୍ରଜମି, କୃଷି, ଜୀବିକା, ଶାସନ, ସାମାଜିକ ସୁରକ୍ଷା ଓ ପ୍ରଯୁକ୍ତି ମଧ୍ୟରେ ଆନ୍ତଃନିର୍ଭରଶୀଳତା ପ୍ରତି ଦୃଷ୍ଟିଦେବ । ଏଥିସହିତ ଏକ ପୂର୍ଣ୍ଣାଙ୍ଗ ସମାଧାନ ସର୍ବସମ୍ମୁଖକୁ ଆଣିବ ବୋଲି ସେ କହିଛନ୍ତି । ଭାରତ କାର୍ବନର ଉପସ୍ଥିତି ହ୍ରାସ କରିବାକୁ ପ୍ରତିବଦ୍ଧ ହୋଇଥିଲେ ମଧ୍ୟ ଓଡ଼ିଶାରେ ଅଙ୍ଗାଳକାମ୍ଳ (ସିଓ୨) ନିର୍ଗମନ ଜଟିଳ ପ୍ରସଙ୍ଗ ହୋଇ ରହିଛି । କନ୍କ୍ଲେଭ୍ରେ ପ୍ରତିକ୍ରିୟାଶୀଳ ଆଘାତରୁ ଏକ ନିରବଚ୍ଛିନ୍ନ ଏବଂ ସମାନତା ଭିତ୍ତିକ ନ୍ୟାୟସଙ୍ଗତ ଶକ୍ତିକୁ ପରିବର୍ତ୍ତନ ଉପରେ ଦୃଷ୍ଟି ନିବଦ୍ଧ କରିବ ।
ସମୃଦ୍ଧ ଓଡିଶା ୨୦୩୬ ଉଦଘାଟିତ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







