The Ultimate Managed Hosting Platform
ADVERTISEMENT

ସମୁଦ୍ରରେ ଗାଧୋଇବା ହେଲା କାଳ, ଛାତ୍ର ନିଖୋଜ

Facebook
Twitter
LinkedIn

ପାରାଦୀପ : ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ । ଲାଇଟ ହାଉସ ପାଖରେ ୮ ଛାତ୍ର ଗାଧୋଇଲା ବେଳେ ଅଘଟଣ ଘଟିଛି । କେନ୍ଦ୍ରାପଦା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ଗାଧୋଉଥିଲେ । ଜଣେ ନିଖୋଜ ଛାତ୍ରଙ୍କୁ ସିଆଇଏସଏପ ପକ୍ଷରୁ ଖୋଜାଖୋଜି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login