The Ultimate Managed Hosting Platform
ADVERTISEMENT

ସମଲେଇ ପ୍ରକଳ୍ପ ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁର ଗସ୍ତରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ମା ସମଲେଇଙ୍କ ଦର୍ଶନ କଲେ ୫ଟି ଅଧ୍ୟକ୍ଷ । ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ । ସୂଚନା ଅନୁସାରେ ଆଜି ସକାଳ ୮ଟାରେ ମାଁ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରି ସମଲେଇ ପ୍ରକଳ୍ପ ବୁଲି ଦେଖିବା ସହ କାର୍ୟ୍ୟର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି । ତେବେ ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଉଦଘାଟନ କରାଯିବାକୁ ନେଇ ସ୍ଥିର ହୋଇଥିବା ବେଳେ ଶ୍ରଦ୍ଧାଳୁ ମାଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login