ଖୋର୍ଦ୍ଧା: ଜଙ୍କିଆ ଥାନା ଶଗଡଭଙ୍ଗାରେ ସାଙ୍ଗକୁ ସାଙ୍ଗ ମାରିବା ଘଟଣା । ଯାଜପୁରରୁ ଅଭିଯୁକ୍ତ ଯୁବକ ସୋମନାଥ ଲାଠକୁ ଧରିଲା ପୋଲିସ । ଗତ ୨ରେ ସାଙ୍ଗ ରଶ୍ମିରଞ୍ଜନ ବଳିୟାରସିଂଙ୍କୁ ହତ୍ୟା କରିଥିଲା ସୋମନାଥ । ସମଲିଙ୍ଗି ସମ୍ପର୍କକୁ ନେଇ ରଶ୍ମିକୁ ପିଟିପିଟି ହତ୍ୟା କରି ପକାଇଥିଲା । ରଶ୍ମିଙ୍କୁ ଜଣେ ଯୁବତୀ ପସନ୍ଦ କରିବାରୁ ଉତକ୍ଷିପ୍ତ ହୋଇଥିଲା ସୋମନାଥ । ଘର ଭିତରେ ରଶ୍ମୀକୁ ପିଟିପିଟି ହତ୍ୟା ପରେ ଫେରାର ହୋଇଯାଇଥିଲା ।
Views: 116











