ସମର୍ଥ ହତ୍ୟା : ହାତ କାଟିଲା ମୁଖ୍ୟ ଅଭିଯୁକ୍ତ

ଝାରସୁଗୁଡା : ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା । ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲା ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା । ରିଜର୍ଭ ବାଟାଲିଅନ ବାଥରୁମ ଦର୍ପଣ କାଚ ଭାଙ୍ଗି ହାତ କାଟିଲା ଅମିତ । ଭଙ୍ଗା କାଚରେ ହାତ କାଟିବା ସହ ଶରୀରର ଅନ୍ୟ ସ୍ଥାନକୁ ବି କାଟିଲା । ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଅମିତକୁ ହସ୍ପିଟାଲ ନେଲା ପୋଲିସ । ୩ ଦିନିଆ ଆଣି ଜେରା ବେଳେ … Continue reading ସମର୍ଥ ହତ୍ୟା : ହାତ କାଟିଲା ମୁଖ୍ୟ ଅଭିଯୁକ୍ତ