ଭୁବନେଶ୍ୱର : ସଚିବ ବଡ ନା ମନ୍ତ୍ରୀ ବଡ ପ୍ରସଙ୍ଗରେ ମନ୍ତ୍ରୀ ବଡ କହିଲେ ଦେବାଶିଷ । ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଗୁରୁତ୍ୱପୁର୍ଣ୍ଣ ମନ୍ତବ୍ୟ । ସଚିବ ନୁହଁନ୍ତି , ସବୁବେଳେ ମନ୍ତ୍ରୀ ହିଁ ବଡ । ବିରୋଧୀ ଦଳ ଯେଉଁ ଅଭିଯୋଗ କରୁଛନ୍ତି, ତାର ସତ୍ୟତା ନାହିଁ । ବିରୋଧୀ ଦଳ ମାନେ ସଚିବଙ୍କୁ ବଡ କହିବା ଗଣତନ୍ତ୍ର ପ୍ରତି ଅପମାନ । ଶାସନର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ହିଁ ସବୁ ନିଷ୍ପତ୍ତି ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ନିଦେ୍ର୍ଦଶ ଦେଉଛନ୍ତି ୫ଟି ସଚିବ ତାକୁ ପାଳନ କରୁଛନ୍ତି । କଥା ଛଳରେ ବିରୋଧୀ ଦଳଙ୍କୁ ଚାଲେଞ୍ଜ ଦେଲେ ଦେବାଶିଷ । ୫ଟି ସଚିବଙ୍କ ପଛରେ କାହିଁକି ଲାଗିଛନ୍ତି , ଦମ୍ ଅଛିତ ଆମ ସହ ଲାଗନ୍ତୁ । ଦମ୍ ଅଛି ତ ଦେବାଶିଷ ସାମନ୍ତରାୟ , ବବି ଦାସ ସହ ଲାଗନ୍ତୁ ।
Views: 94