ବାସୁଦେବପୁର : ସପ୍ତାହେ ପରେ ସମୁଦ୍ରରୁ ଫେରିଲେ ୪ ମତ୍ସ୍ୟଜୀବୀ । ୨୧ ତାରିଖରେ ମାଛ ଧରିବାକୁ ଯାଇ ସମୁଦ୍ରରେ ଫସି ରହିଥିଲେ । ପ୍ରଥମେ ଯାନ୍ତ୍ରିକ ତ୍ରୁଟି ପରେ ଡଙ୍ଗା ଭାଙ୍ଗି ଯିବାରୁ ଫସି ରହିଥିଲେ । ଡଙ୍ଗା ଭଗ୍ନାବଶେଷ ସହାୟତାରେ କୂଳକୁ ଫେରିଥିବା ସୂଚନା ରହିଛି । ସମୁଦ୍ର ଭିତରେ ରହି ଅସୁସ୍ଥ ହୋଇଥିବା ଯୋଗୁଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Views: 115











