The Ultimate Managed Hosting Platform
ADVERTISEMENT

ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ

Facebook
Twitter
LinkedIn

ରାଉରକେଲା : ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର । ଅନ୍ୱେଷା ହଷ୍ଟେଲରୁ ୭ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ହଷ୍ଟେଲରେ ରହି ଘରୋଇ ସ୍କୁଲରେ ପଢୁଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ଜବତ କରି ପୋଲିସର ଛାନ ଭିନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login