April 28, 2024 5:16 am

The Ultimate Managed Hosting Platform
ADVERTISEMENT

ସନ୍ୟାସ ନେଲେ ଦୀପଗ୍ରୀସ ଏକ୍କା

Facebook
Twitter
LinkedIn

ଭୁବନେଶ୍ବର: ହକି ଷ୍ଟାର ଦୀପଗ୍ରୀସ ଏକ୍କା । ଭାରତୀୟ ମହିଳା ହକି ଷ୍ଟାର ଦୀପଗ୍ରେସ ଏକ୍କା ନେଲେ ଅବସର । ୧୭ ବର୍ଷ ବୟସରେ ୨୦୧୧ରେ ହକିରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଦୀପଗ୍ରେସ । ଆର୍ଜେଣ୍ଟିନାରେ ସେ ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ସେଠାରେ ଚମତ୍କାର ପ୍ରଦର୍ଶନ କରି ହକି ଜଗତରେ ନୂଆ ପରିଚୟ ସୃଷ୍ଟି କରିଥିଲେ ।
ପରେ ବ୍ୟାଙ୍କକରେ ହୋଇଥିବା ଅଣ୍ଡର ୧୮ ଏସିଆ କପରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସୁନ୍ଦରଗଡ଼ ଝିଅ ଦୀପଗ୍ରେସ ଏକ୍କା ୨୦୧୩ରେ ଓମେନ୍ସ ଜୁନିୟର ହକି ବିଶ୍ବ କପରେ ବ୍ରୋଞ୍ଜ ମେଡାଲ ଜିତି ସମସ୍ତଙ୍କ ହୃଦୟ ଜିତିଥିଲେ । ପେନାଲ୍ଟି କର୍ଣ୍ଣର ଦେବାରେ ଏକ୍ସପର୍ଟ ହେଉଛନ୍ତି ଦୀପଗ୍ରେସ ଏକ୍କା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଜେପିରେ ସାମିଲ ହେଲେ ଦେବଗଡ଼ ରାଜ ପରିବାର ସଦସ୍ୟ

ବାକି ପ୍ରାର୍ଥୀ ଘୋଷଣା କଲା ବିଜେପି , ସାଲେପୁରରୁ ଅରିନ୍ଦମ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେ୍ଦବ

ଭୁବନେଶ୍ୱର : ଆଉ ୮ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ତେଲକୋଇ ସହିତ କେନ୍ଦ୍ରାପଡା, ଖୋର୍ଦ୍ଦା, ସାଲେପୁର ଆଦି ଆସନ ପାଇଁ...

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ସାପ କାମୁଡାରେ ଆଖି ବୁଜିଥିଲା ପୁଅ, ପୁଅର ମୃତଦେହ ଦେଖି ହୃଦଘାତରେ ମା’ର ଚାଲିଗଲା ଜୀବନ

ରାଜଗାଙ୍ଗପୁର: ସାପ କାମୁଡ଼ାରେ ନାବାଳକ ଆଖି ବୁଜିଲା। ପୁଅର ମୃତଦେହ ଦେଖି ହୃଦଘାତରେ ମା’ଙ୍କର ମୃତ୍ୟୁ ହେଲା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଢେଙ୍ଗୁରପାଣି ଗ୍ରାମରେ ଏଭଳି...

ADVERTISEMENT

Login