ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ବାହାରିଲେ ଗଜପତି ମହାରାଜା । ବାହାରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା । ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିବ ବୋଲି ଆଶା ରଖିଛୁ । ଖଟଶେଯ ଘରେ ଗହଣା , ମୂଲ୍ୟବାନ ସାମଗ୍ରୀ ରଖାଯିବ । ମୂଲ୍ୟବାନ ସାମଗ୍ରୀ ରଖାଯିବା ପରେ କବାଟ ସିଲ୍ କରାଯିବ । କବାଟ ସିଲ ପରେ ମୁଖ୍ୟ ପ୍ରଶାସକ ଟ୍ରେଜେରୀ ଚାବି ଦାଖଲ କରିବେ । ରତ୍ନଭଣ୍ଡାରରେ ସୁଡଙ୍ଗ ଥିବା ଆଲୋଚନା ନେଇ ଗଜପତିଙ୍କ ପ୍ରତିକ୍ରିୟା । ସୁଡଙ୍ଗ ବା ଗୁପ୍ତ ଦ୍ୱାର ଅଛି କି ନାହିଁ ଏଏସଆଇ ଅନୁଧ୍ୟାନ କରିବ । ଏଏସଆଇ ଲେଜର ସ୍କାନିଂ କରି ସୁଡଙ୍ଗ ଅଚି କି ନାହିଁ ଦେଖିବ ।
Views: 62