The Ultimate Managed Hosting Platform
ADVERTISEMENT

ସନ୍ଦିଗ୍ଧ ଆଟାଚିକୁ ନେଇ ଛାନଭିନ

Facebook
Twitter
LinkedIn

ପାରାଦୀପ :ପାରାଦୀପ ଆଇଓସିଏଲ୍ ଫାଟକ ଆଗରେ ଏକ ଆଟାଚ କୁ ନେଇ ସନ୍ଦେହ । ଆଜି ସକାଳୁ ଏହି ଆଟାଚକୁ କେହି ଜଣେ ଥୋଇ ଚାଲିଯାଇଥିବା ବେଳେ ଏଥିରେ ବୋମା ଥିବା ଗୁଜବ ଚାରିଆଡ଼େ ଖେଳି ଯାଇଥିଲା । ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ଓ ସିଆଇଏସଏଫ ଏବଂ ଡଗ୍ ସ୍କ୍ୱାର୍ଡ ଦ୍ଵାରା ଏହି ଆଟାଚ କୁ ତଦନ୍ତ କରାଯିବା ପରେ ଏଥିରେ ବମ୍ ନୁହେ ବରଂ ରେଡିଓଗ୍ରାଫି ଟେଷ୍ଟିଂ ର କିଛି ସମାଗ୍ରୀ ମିଳିଥିବା କୁହାଯାଉଛି । ଆଟାଚ ଆଣିଥିବା ବ୍ୟକ୍ତି ହେଲେ ଦେବବ୍ରତ ପଣ୍ଡା ଓ ତାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଶୁକ୍ଳେଶ୍ୱର ବୋଲି ଜଣାପଡିଛି । ଏମାନେ ଆଇଓସିଏଲ ମଧ୍ୟରେ ଥିବା ଏକ କମ୍ପାନୀ ରେ କାମ କରନ୍ତି । ଆଜି ଭୁଲ୍ ବଶତଃ ଆଇଓସିଏଲ ଏକ ନମ୍ବର ଗେଟ୍ ପାଖରେ ଆଟାଚ୍ ଟିକୁ ଛାଡି କମ୍ପାନୀ ଭିତରକୁ ଚାଲିଯାଇଥିଲେ।ପୋଲିସ ଆଟାଚ ଓ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଆଣି ପଚରାଉଚରା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login