The Ultimate Managed Hosting Platform
ADVERTISEMENT

ସତର୍କ ସଙ୍କେତ ଉପରେ ବୈତରଣୀ

Facebook
Twitter
LinkedIn

ଭଦ୍ରକ : ଆଖୁଆପଦାରେ ସତର୍କ ସଙ୍କେତ ଉପରେ ବୈତରଣୀ ନଦୀ । ସତର୍କ ସଙ୍କେତ ୧୭.୮୩ ମି., ଏବେ ପ୍ରବାହିତ ୧୮.୦୩ ମିଟର । ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର । ଲଗାଣ ବର୍ଷା ଫଳରେ ଜଳସ୍ତର ବଢୁଥିବା ବେଳେ ନଦୀକୂଳିଆ ଲୋକ ଭୟଭୀତ ହୋଇଛନ୍ତି । ସେପଟେ ଧସିଲା ବୈତରଣୀ ନଦୀ ବନ୍ଧ, ନୂଆପାଟଣା ଗାଁ ନିଜାମପୁର ପଂଚାୟତରେ ନିର୍ମାଣଧୀନ ପୋଲ ନିକଟରେ ୨୦ରୁ ୩୦ ଫୁଟ ଆଡି ବନ୍ଧ ଧସିଥିବା ସୂଚନା ମିଳିଛି । ଜଳସମ୍ପଦ ଅଧିକାରୀ ଏବଂ ଆରଏଣ୍ଡବି ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି । ନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବାରୁ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ ଅଛନ୍ତି । ରାତିରେ ବାଲି ବସ୍ତା ପକାଇ ଘାଇ ମରାମତି କରିବାକୁ ଚେଷ୍ଟା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login