ସଡକ ଦୁର୍ଘଟଣାରେ ୨ ମୃତ

ବାରିପଦା : ବାରିପଦା –ଉଦଳା ରାସ୍ତାର କେରକ ଛଳରେ ସଡକ ଦୁର୍ଘଟଣା । ବସ ଧକ୍କାରେ ବେଲମ ଅଞ୍ଚଳର ୨ ବାଇକ ଆରୋହୀ ମୃତ । ପୋଡାଅସ୍ତିଆ ଛଳରେ ବସକୁ ଅଟଳାଇ ଭଙ୍ଗାରୁଜା କଲେ ଲୋକେ । Views: 96