The Ultimate Managed Hosting Platform
ADVERTISEMENT

ସଡକ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟମନ୍ତ୍ରୀଙ୍କ ପରଲୋକ

Facebook
Twitter
LinkedIn

କଲମ୍ବୋ: ସଡକ ଦୁର୍ଘଟଣାରେ ଶ୍ରୀଲଙ୍କା ମନ୍ତ୍ରୀଙ୍କର ଚାଲିଗଲା ଜୀବନ । ଗତ ଗୁରୁବାର ଦିନ କାର ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀ ଏବଂ ତାଙ୍କ ସୁରକ୍ଷା ଦଳର ଜଣେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାକୁ ନେଇ ଶ୍ରୀଲଙ୍କା ପୁଲିସ ସୂତ୍ରରୁ ପ୍ରକାଶ, ୪୮ବର୍ଷୀୟ ଜଳ ଯୋଗାଣ ମନ୍ତ୍ରୀ ସନତ ନିଶାନ୍ତ ଏସୟୁଭି କଲମ୍ବୋ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ରାସ୍ତାରେ ଛିଡ଼ା ହୋଇଥିବା ମାଲବାହୀ କଣ୍ଟେନର ଟ୍ରକ ପଛପଟେ ସନତ ନିଶାନ୍ତଙ୍କ କାର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କାର ଭିତରେ ବସିଥିବା ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀ ସନତ ନିଶାନ୍ତ ଓ କନଷ୍ଟେବଳଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣାରେ ଗାଡିଚାଳକ ଗୁରୁତର ଆହତ ହୋଇଥିଲେ। ପୁଲିସ ଓ ସ୍ଥାନୀୟଲୋକ ଗାଡ଼ିଚାଳକଙ୍କ ମୃତଦେହକୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଗାମା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଥିସହିତ ଦୁର୍ଘଟଣାସ୍ଥଳରୁ ରାଜ୍ୟମନ୍ତ୍ରୀ ଓ କନଷ୍ଟେବଳଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଦେଇଛି। କାଟୁନାକେ ଏକ୍ସପ୍ରେସୱେରେ ଘଟିଥିବା ଏହି ଦୁର୍ଘଟଣାର ପୁଲିସ ତଦନ୍ତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login