ସଂଯୁକ୍ତାଙ୍କ ଗାଡି ଅଟକାଇଲା ପୁଲିସ
ଭୁବନେଶ୍ୱର : ସଂଯୁକ୍ତା ମହଲଙ୍କ ଗାଡି ଅଟକାଇଲା ପୁଲିସ । ନବୀନ ନିବାସ ଯିବା ବେଳେ ଗାଡି ଅଟକାଇଲା । ଟ୍ରାଫିକ ଛକରେ ସଂଯୁକ୍ତାଙ୍କୁ ଅଟକାଇଲା ପୋଲିସ । ଅଭିଯୋଗ କରିବାକୁ ଯିବା ବେଳେ ଅଟକାଇଲା । ତେବେ ପ୍ରତିକ୍ରିୟାରେ ସଂଯୁକ୍ତା କହିଛନ୍ତି କି , ମୁଁ ୭ ପୃଷ୍ଠାର ଲିଖିତ ଅଭିଯୋଗ କରିଥିଲି । ଅଭିଯୋଗ ଅନୁଯାୟୀ ଦଫା ଲଗାଯାଇନି । ମୋତେ ସମାଜରେ ବଦନାମ କରିଦିଆଗଲା । ମୁଖିଆ ସବୁକଥା ଜାଣୁଥିଲେ ଅନ୍ୟାୟ ହୋଇନଥାନ୍ତା … Continue reading ସଂଯୁକ୍ତାଙ୍କ ଗାଡି ଅଟକାଇଲା ପୁଲିସ
Copy and paste this URL into your WordPress site to embed
Copy and paste this code into your site to embed