ନୂଆଦିଲ୍ଲୀ : ସଂଚାର ସାଥୀ ଆପକୁ ନେଇ କେନ୍ଦ୍ର ସରକାରଙ୍କ ବଡ ବୟାନ । ରାଜ୍ୟ ସଭାରେ ପ୍ରସଙ୍ଗ ଉଠାଇଲେ ବିରୋଧୀ । ଏ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ସଂଚାର ସାଥୀ ଆପ ବାଧ୍ୟତାମୂଳକ ନୁହେଁ । ଯେଉଁମାନେ ଚାହିଁବେ ଆପକୁ ଡିଲିଟ କରିପାରିବେ । ସାଇବର ସୁରକ୍ଷା ପାଇଁ କେନ୍ଦ୍ର ସରକାର ନୂତନ ହ୍ୟାଣ୍ଡସେଟରେ ସଞ୍ଚାର ସାଥୀ ଆପ୍ ପ୍ରି-ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଥିଲା ଦୂରସଂଚାର ମନ୍ତ୍ରଣାଳୟ । ମୋବାଇଲ୍ ଫୋନର ପ୍ରାମାଣିକତା ସୁନିଶ୍ଚିତ କରିବା ପାଇଁ, ସମସ୍ତ ମୋବାଇଲ୍ ନିର୍ମାଣକାରୀ କମ୍ପାନୀଗୁଡ଼ିକୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା ।
ଭାରତରେ ମୋବାଇଲ୍ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅନଲାଇନ୍ ଠକେଇକୁ ରୋକିବା ପାଇଁ, ଦୂରସଂଚାର ବିଭାଗ ଏକ ନୂତନ ନିର୍ଦ୍ଦେଶ ଜାରି କରିଥିଲା । ଏହି ନିର୍ଦ୍ଦେଶ ଅନୁଯାୟୀ, ଭାରତରେ ନିର୍ମିତ କିମ୍ବା ବିଦେଶରୁ ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନ୍ରେ ଏବେ ସଞ୍ଚାର ସାଥୀ ଆପ୍ ପୂର୍ବରୁ ଇନଷ୍ଟଲ ହୋଇ ରହିବ । ସମସ୍ତ ମୋବାଇଲ୍ ନିର୍ମାତାଙ୍କୁ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ କୁହାଯାଇଥିଲା । ଯାହାପରେ ବିବାଦ ତେଜିବାରୁ ସରକାର ନିଜ ନିଷ୍ପତ୍ତି ବଦଳାଇଛନ୍ତି ।
‘ସଂଚାର ସାଥୀ’ ଆପ ବାଧ୍ୟତାମୂଳକ ନୁହେଁ ; ଜ୍ୟୋତିରାଦିତ୍ୟ ସିନ୍ଧିଆ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







