The Ultimate Managed Hosting Platform
ADVERTISEMENT

ଷ୍ଟାରଙ୍କ ଫଟୋ ଲଗାଇ ଚୂନ

Facebook
Twitter
LinkedIn

ମୁମ୍ବାଇ : ବଲିଉଡ ଷ୍ଟାରଙ୍କ ଫଟୋ ଲଗାଇ ଲୋକଙ୍କଠାରୁ କୋଟି କୋଟି ଚୂନ । ପ୍ଲେ ଷ୍ଟୋର ଆପ ଜରିଆରେ ଠକୁଥିବା ସଂସ୍ଥା ଠାବ କଲା ଇଓଡବ୍ଲ୍ୟୁ । ବଲିଉଡ ଷ୍ଟାର ଅକ୍ଷୟ କୁମାର , ମନୀଷ ପଲ୍ ଫଟୋ ଲଗାଇ ଠକୁଥିଲେ । ଲୋକଙ୍କ ଠାରୁ ୧୦୦ରୁ ୨୦ ହଜାର ଆଦାୟ କରୁଥିଲା ସଂସ୍ଥା । ୧ ଲକ୍ଷରୁ ଅଧିକ ଲୋକ ଆପ ଡାଉନଲୋଡ କରି ଠକାମୀରେ ପଡିଥିଲେ । ଠକାମୀ ଠାବ ସହ ସଂସ୍ଥାର ୧.୨୨ କୋଟି ଜମା ଫ୍ରିଜ୍ କଲା ଇଓଡବ୍ଲ୍ୟୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login