ଯାଜପୁର : ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ।ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଉଦା ଗାଁରେ ଷଣ୍ଢ ଆତଙ୍କ । ବଗିଚାରେ କାମ କରୁଥିବା ବେଳେ ଷଣ୍ଢର ଆକ୍ରମଣ । ମୃତକ ହେଲେ ଅଲେଖ ମଲ୍ଲିକ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Views: 104











