ଭୁବନେଶ୍ୱର : ଜଣାଶୁଣା ଡିଜେ ଆଜେକ୍ସଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣା । ଆସିଲା ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଆଜେକ୍ସଙ୍କ ବେକରେ ଦାଗ ଥିବା ମଧ୍ୟ ଉଲ୍ଲେଖ ।ଗତ ୧୭ ତାରିଖ ରାତିରେ ଯୁବତୀଙ୍କ ଠାରୁ ଚାପୁଡା ଖାଇବା ପରେ ରାତି ପାଖା ପାଖି ସାଢେ ୩ଟାରେ ଆଜେକ୍ସ ଘରକୁ ଫେରିଥିଲେ । ଘଟଣାଟି ତାଙ୍କ ହୃଦୟକୁ ଶକ୍ତ ଆଘାତ ଦେଇଥିଲା । ଏ ବିଷୟରେ … Continue reading ଶ୍ୱାସରୁଦ୍ଧରୁ ଆଜେକ୍ସଙ୍କ ମୃତ୍ୟୁ
Copy and paste this URL into your WordPress site to embed
Copy and paste this code into your site to embed