The Ultimate Managed Hosting Platform
ADVERTISEMENT

ଶ୍ରୀସୁବ୍ରମଣ୍ୟମ ମନ୍ଦିରରେ ପହଁଚିଲେ କ୍ୟାଟ୍ରିନା, କଲେ ବିଶେଷ ପୂଜା

Facebook
Twitter
LinkedIn

ମୁମ୍ବାଇ : ଭକ୍ତିଭାବରେ ଲୀନ ହେଲେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ । କ୍ୟାଟ୍ରିନା ସିରିଡି ସାଇ ଏବଂ ମହାକୁମ୍ଭରେ ବୁଡ଼ ପକାଇବା ପରେ ଏବେ କର୍ଣ୍ଣାଟକର ଶ୍ରୀ ସୁବ୍ରମଣ୍ୟମ୍ ମନ୍ଦିରରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚି ସର୍ପ ସଂସ୍କାର ପୂଜା କରିଛନ୍ତି । ୫ ଘଣ୍ଟା ଧରି କ୍ୟାଟ୍ରିନା ପୂଜା କରିଥିଲେ । ମହାକୁମ୍ଭରୁ ଫେରିବା ପରେ କର୍ଣ୍ଣାଟକର ଶ୍ରୀ ସୁବ୍ରମଣ୍ୟମ୍ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ କ୍ୟାଟ୍ରିନା । କ୍ୟାଟ୍ରିନା ନିଜ ସାଙ୍ଗମାନଙ୍କ ସହ ମନ୍ଦିର ପରିଦର୍ଶନ ପାଇଁ ଯାଇଥିଲେ । ପୂଜାର୍ଚ୍ଚନା ପାଇଁ ସାଙ୍ଗମାନଙ୍କ ସହ ଗେଷ୍ଟହାଉସରେ ରହିଥିଲେ । ମନ୍ଦିରରେ ପହଞ୍ଚି ୨ରୁ ୩ଦିନ ପର୍ୟ୍ୟନ୍ତ ପୂଜାର୍ଚ୍ଚନାରେ ନିଜକୁ ବ୍ୟସ୍ତ ରଖିଥିଲେ କ୍ୟାଟ୍ରିନା । ସେଠାରେ ପହଞ୍ଚି ‘ସର୍ପ ସଂସ୍କାର ପୂଜା ’ ପାଇଁ ଆୟୋଜନ କରିଥିଲେ । ୫ଘଣ୍ଟା ଧରି କ୍ୟାଟ୍ରିନାଙ୍କ ଭକ୍ତିଭାବ ପୂର୍ଣ୍ଣ ପୂଜାର୍ଚ୍ଚନାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login