The Ultimate Managed Hosting Platform
ADVERTISEMENT

ଶ୍ରୀଲଙ୍କା ବିପକ୍ଷ ଟିମ୍ ଇଣ୍ଡିଆର ଅଧିନାୟକ ହେଲେ ସୂର୍ଯ୍ୟକୁମାର ଯାଦବ

Facebook
Twitter
LinkedIn

ନୂଆଦିଲ୍ଲୀ : ଶ୍ରୀଲଙ୍କା ସହ ଏବେ ହେବ ଭାରତର ଲଢେଇ । ଜିମ୍ବାୱେକୁ ତାର ନିଜ ମାଟିରେ ହରାଇବା ପରେ ଏବେ ଭାରତୀୟ ଟିମର ପରବର୍ତ୍ତୀ ମିଶନ ହେଉଛି ଶ୍ରୀଲଙ୍କା । ଏଥିପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହୋଇଛି । ଶ୍ରୀଲଙ୍କାରେ ଭାରତୀୟ ଟିମ ୩ଟି ଏକଦିବସୀୟ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ । ଟି-ଟ୍ୱେଣ୍ଟି ପାଇଁ ବିସିସିଆଇ ଟିମ୍ ଭାରତୀୟ ଦଳ ଘୋଷଣା କରିଛି । ସୂର୍ୟ୍ୟ କୁମାର ଯାଦବ ଟି-ଟ୍ୱେଣ୍ଟି ଟିମର ଅଧିନାୟକ ହେବେ । ଶୁଭମନ ଗିଲ୍ ଉପଅଧିନାୟକ ହେବେ ।ଏହା ବ୍ୟତୀତ ୱିକେଟ କିପର ଋଷଭ ପନ୍ଥଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ରିଆନ ପରାଗଙ୍କୁ ଏକଦିବସୀୟ ଓ ଟି-ଟ୍ୱେଣ୍ଟିରେ ସୁଯୋଗ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login