ଭୁବନେଶ୍ୱର : ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଆହ୍ୱାନ । ନବୀନ ପଟ୍ଟନାୟକଙ୍କ ବିନା ଏବେ ନେତ୍ରୀ ହୋଇ ପ୍ରମାଣିତ କରନ୍ତୁ । ଏଭଳି ନେତା ବିଜେଡି ପାଇଁ ନିର୍ବାଚନରେ ବୀଭିଷଣ ହୋଇଥିଲେ । ଶଙ୍ଖଭବନରେ ଆପତ୍ତିଜନକ ଆଚରଣ ସିସିଟିଭିରେ କଏଦ ହୋଇଛି ।ଦଳ ତାଙ୍କୁ ସସପେଣ୍ଡ କରି ଯଥାର୍ଥ ନିଷ୍ପତ୍ତି ନେଇଛି । ସେ ଭିକ୍ଟିମ ଓ ମହିଳା କାର୍ଡ ଖେଳିଥିଲେ । ବାରମ୍ବାର ନବୀନ ବାବୁଙ୍କ ସାଙ୍ଗରେ ଲାଗିବାକୁ ଡର ନାହିଁ । ନବୀନ ବାବୁଙ୍କ ସମୟରେ ସବୁ ସୁବିଧା ଲାଭ ପାଇଛନ୍ତି । ଉଚିତ ଦଣ୍ଡ ମିଳିଛି , ମୁଁ ଆଶା କରୁଛି ଆଗକୁ କିଛି ଶିଖିବେ ।
Views: 56