The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ଭିତରେ ଗଣ୍ଡଗୋଳ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ଭଇତରେ ୨ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ । ନାଟମଣ୍ଡପ ନିକଟରେ ମେକାପ ଓ ଚୁନରା ସେବକ ମଧ୍ୟରେ ଗଣ୍ଡଗୋଳ । ବାନା ବିକ୍ରିକୁ ନେଇ ୨ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ସୂଚନା । ଗଣ୍ଡଗୋଳରେ ଚୁନରା ସେବାୟତଙ୍କ ଚେନ୍ ହୋଇଥିବା ଅଭିଯୋଗ । ସିଂହଦ୍ୱାର ଥାନାରେ ଉଭୟ ସେବାୟତଙ୍କ ପକ୍ଷରୁ ଏତଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login