The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ଫାଇଲ ହଜିବା ଘଟଣା; ଥାନାକୁ ଗଲା ବିଜେପି

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ଫାଇଲ ହଜିଯିବା ପ୍ରସଙ୍ଗରେ ଥାନାକୁ ଗଲା ବିଜେପି । କ୍ୟାପିଟାଲ ଥାନାରେ ୬ ଜଣିଆ ବିଜେପି ପ୍ରତିନିଧି ଦଳର ଅଭିଯୋଗ । ବିଧାୟକ ଲଳିତେନ୍ଦୁ ବିଦ୍ୟାଦର ମହାପାତ୍ରଙ୍କ ନେତୃତ୍ୱରେ ଥାନାରେ ପହଁଚିଛି ଟିମ୍ । ଜାଣିଶୁଣି ଫାଇଲ ହଜାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଲଳିତେନ୍ଦୁ । ଫାଇଲ ହଜାଇ ଦିଆଯାଇଛି , ଦୋଷୀଙ୍କ ବିରୁଦ୍ଧରେ ତଦନ୍ତ ହେଉ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login