The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା :ସନ୍ଦିଗ୍ଧ ଅଟକ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ଦକ୍ଷିଣ ପାଶ୍ୱର୍ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ୍ଟକ ରଖିଲା ସିଂହଦ୍ୱାର ଥାନା ପୋଲିସ । ସିଂହଦ୍ୱାର ଥାନାରେ ଅଟକ ରଖି ପୋଲିସର ପଚରାଉଚରା । ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଜଣକୁ ଚିହ୍ନଟ କରିଛି ପୋଲିସ । ତାଙ୍କୁ ସିଂହଦ୍ବାର ଥାନାକୁ ଆଣି ପଚରାଚଉରା କରାଯାଉଛି । ସେ ଜଣେ ମାନସିକ ବିକାର ଗସ୍ତ ବ୍ୟକ୍ତି । ସେ ନିଜେ ଲେଖିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି । ତେବେ କେବେ ଓ କଣ ପାଇଁ ଲେଖିଥିଲେ ସେ ନେଇ ପଚରା ଉଚୁରା କରାଯାଉଛି । ଏହି ବ୍ୟକ୍ତିଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ। ଧରି ଆଣିବା ସମୟରେ ସେ ପୋଲିସ ସହ ପ୍ରବଳ ପାଟିତୁଣ୍ଡ ବି କରିଥିଲେ । ସିଂହଦ୍ବାର ଥାନାରେ ସିନ ରିକ୍ରିଏଟ କରିଛି ପୋଲିସ । ପୂର୍ବରୁ ମଧ୍ୟ ପାରିବାରିକ ସମସ୍ୟା ନେଇ ସେ ଏଭଳି ଆଚରଣ କରିଥିବା ଜଣାପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login