The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ନିକଟରେ ଲାଗିବ ଆଣ୍ଟି ଡ୍ରୋନ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଲାଗିବ ଆଣ୍ଟି ଡ୍ରୋନ ପ୍ରଣାଳୀ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ସୂଚନା । ୭ ଜିଲ୍ଲାର ଏସପିଙ୍କୁ ନେଇ ବସିଥିବା ବୈଠକ ପରେ ଡିଆଇଜିଙ୍କ ସୂଚନା । ଶ୍ରୀମନ୍ଦିର ,ସମୁଦ୍ରକୂଳ, ପର୍ଯ୍ୟଟକଙ୍କ ସୁରକ୍ଷା ମଜବୁତ କରିବାକୁ ନିଷ୍ପତ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login