ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ । ଭିତର କାଠ ପାଖରେ କେହି ବାନ୍ତି କରିଦେବାରୁ ବଡ ମହାସ୍ନାନ । ଅବକାଶ ନୀତି ପରେ ଶ୍ରୀମନ୍ଦିରରେ ଅଘଟଣ । ବଡ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ପ୍ରଭାବିତ । ଭିତର କାଠ ପାଖରେ କେହି ବାନ୍ତି କରିଦେବାରୁ କରାଗଲା ବଡ଼ ମହାସ୍ନାନ । ବଡ଼ ମହାସ୍ନାନ ପାଇଁ ସର୍ବସାଧାରଣ ଦର୍ଶନ ପ୍ରଭାବିତ ହୋଇଛି ।
Views: 135











