ପୁରୀ : ଶ୍ରୀଜିଉଙ୍କ ଦର୍ଶନ କରାଇବା ପାଇଁ ଟଙ୍କା ମାଗୁଛି ଏକ ୱେବସାଇଟ । ଇଣ୍ଡିଆ ଥ୍ରିଲସ ନାମକ ଏକ ୱେବସାଇଟ ଟଙ୍କା ମାଗୁଥିବା ଅଭିଯୋଗ । ବିଭିନ୍ନ ବର୍ଗର ଦେୟମୁକ୍ତ ଦର୍ଶନ ନେଇ ୱେବସାଇଟରେ ରହଛି ତଥ୍ୟ । ଜଗନ୍ନାଥ ଦର୍ଶନ ପାଇଁ ୫୦,୧୦୦,୫୦୦ ଟଙ୍କା ରେଟ ଚାର୍ଟ ରଖାଯାଇଛି । ସ୍ୱତନ୍ତ୍ର ଦର୍ଶନ ପାଇଁ ୫୦, ଶୀଘ୍ର ଦର୍ଶନ ପାଇଁ ୧୦୦, ଭିଆଇପି ଦର୍ଶନ ପାଇଁ ୫୦୦ ଟଙ୍କା ଉଲ୍ଲେଖ ରହିଛି ।
Views: 96











