The Ultimate Managed Hosting Platform
ADVERTISEMENT

ଶୋଚନୀୟ ଅବସ୍ଥାରେ ତେଲପଡା ସେତୁ।

Facebook
Twitter
LinkedIn

ସରକାର ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଥିଵାବେଳେ କଣାସ ବ୍ଲକ ଦେଇପୁର ପଞ୍ଚାୟତ ତେଲପଡା ସେତୁର ଉଭୟ ପାଶ୍ଵର ରାସ୍ତା ଅତି ଶୋଚନୀୟ ହୋଇ ପଡିଛି! ରାସ୍ତା ରେ ଆଣ୍ଠୁଏ ପାଣି ଜମି ରହୁଥିଵାରୁ ସବୁବେଳେ ଛୋଟ ବଡ଼ ଦୁର୍ଘଟଣା ହେଉଛି! ଏହି ରାସ୍ତା ଉପରେ ଟାଙ୍ଗୀ ବ୍ଲକର ଅନେକ ପଞ୍ଚାୟତ ଏବଂ ଗଡ଼ ଖାରଦ, ଦୀପୁର ପଞ୍ଚାୟତର ଲୋକେ ପୁରୀ ଯାଇଥାନ୍ତି! କାଦୁଆ, ଗୋପୀନାଥପୁର, ଅଡାଲ,ଦୋଛଆ, ସାହୁପଡା ପଞ୍ଚାୟତ ଦଶ ହଜାରରୁ ଅଧିକ ଜନସାଧାରଣ ନିର୍ଭର କରିଥାନ୍ତି! ଏହି ରାସ୍ତା ଭୁଷଣ୍ଡପୁର ରେଳ ଟ୍ରେସନ ଏବଂ 16 ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିଵା ଯୋଗୁଁ ବ୍ୟସ୍ତ ରହୁଛି! ମାତ୍ର ରାସ୍ତାର ଅବସ୍ଥା ଏପରି ଥିବାରୁ ସାଧାରଣ ଲୋକେ ବଡ଼ ହିନସ୍ତା ହେଉଛନ୍ତି!

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login