The Ultimate Managed Hosting Platform
ADVERTISEMENT

ଶୋଇଥିବା ବେଳେ ଲିକ ହେଲା ବିଷାକ୍ତ ଗ୍ୟାସ,ରେଷ୍ଟୁରାଣ୍ଟରେ ୧୧ ଭାରତୀୟଙ୍କ ସମେତ ୧୨ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଜର୍ଜିଆର ଗୁଡୈାରୀରେ ଥିବା ଏକ ରେଷ୍ଟୁରାଣ୍ଟରେ ୧୧ ଭାରତୀୟଙ୍କ ସମେତ ୧୨ ଜଣଙ୍କର ଚାଲିଯାଇଛି ଜୀବନ । ଅନ୍ୟ ଜଣେ ବ୍ୟକ୍ତି ଜର୍ଜିିଐର ହୋଇଥିବା ଜଣା ପଡିଛି । ପୋଲିସର ସୂଚନା ଅନୁଯାୟୀ ଏମେନେ ସମସ୍ତେ ଗୋଟିଏ ରେଷ୍ଟୁରାଣ୍ଟରେ ଦ୍ୱିତୀୟ ମହଲାର ଏକ କୋଠରୀରେ ଶୋଇଥିଲେ । ଏହି ସମୟରେ ବିଷାକ୍ତକାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକ ହୋଇଥିଲା , ଯାହା ଫଳରେ ସେମାନେ ଶ୍ୱାସରୁଦ୍ଧ ହୋଇଯିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ଜୀବନ ଚାଲି ଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେସେମାନଙ୍କ ଶରୀରରକେଉଁଠି ବି କୈାଣସି ଆଘାତ ଚିହ୍ନ ନାହିଁ । ଜର୍ଜିଆର ରାଜଧାନୀ ଡିବଲିସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛି । ଦୂତାବାସ କହିଛି ଯେ ଆମେ ସ୍ଥାନୀୟ ଅଧିକାରୀଙ୍କ ସହ ମିସି କାର୍ଯ୍ୟ କରୁଛୁ, ଯାହା ଦ୍ୱାରା ୧୧ ମୃତଦେହକୁ ଶୀଘ୍ର ଭାରତ ପଠାଯାଇ ପାରିବ । ୧୧ ଭାରତୀୟ ମୃତକ ସମସ୍ତେ ପଞ୍ଜବାର ନିବାସୀ ବୋଲି ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login