The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଶିଶୁ ଭବନ ନିର୍ମାଣ କାର୍ଯ୍ୟ ତଦାରଖ କଲେ ମେୟର ସୁବାସ ସିଂହ ଇଂ କମିଶନର ନିଖିଳ ପବନ କଲ୍ୟାଣ.

Facebook
Twitter
LinkedIn

ଆଜି ଅପରାହ୍ନରେ ଓଡ଼ିଶାର ସର୍ବ ବୃହତମ ଶିଶୁ ଚିକତ୍ସା କେନ୍ଦ୍ର ଶିଶୁ ଭବନ ର ନିର୍ମାଣ କାର୍ଯ୍ୟ ତଦାରଖ କଲେ ମେୟର ସୁବାସ ସିଂହ ଏବଂ କଟକ ମହାନଗର ନିଗମ କମିଶନର ନିଖିଳ ପବନ କଲ୍ୟାଣ I ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଉଦ୍ୟମରେ ୧୧୬ କୋଟି ଟଙ୍କା ବିନିମୟରେ ବ୍ରିଜ ଏବଂ ରୂଫ କମ୍ପାନୀ ଜରିଆରେ ୬୦୦ ବେଡ଼ ର ଡାକ୍ତର ଖାନା , ୧୨୪ ବେଡ଼ ବିଶିଷ୍ଟ ପୋଷ୍ଟ ଗ୍ରାଜୁଏଟ ଛାତ୍ରଙ୍କ ପାଇଁ ଉଦିଷ୍ଟ ହଷ୍ଟେଲ , ପୋଖରୀ ର ନବୀକରଣ , ପରିପାର୍ଶ୍ଵିକ ବିକାଶ , ରିଙ୍ଗ ରୋଡ କୁ ସଂଯୋଗ କରି ଏ ମୁଖ୍ୟ ଫାଟକ ନିର୍ମାଣ କରାଯାଉଅଛି I


ଶିଶୁ ଭବନ ଅଧକ୍ଷ ପ୍ରଫେସର ଜ୍ଞାନ ରଞ୍ଜନ ବେହେରା , ଡେପୁଟି ସୁପେରିଦେଣ୍ଡେଣ୍ଟ ପ୍ରଫେସର ଡ୍ର ବବଲିନା ମହାନ୍ତି , ପ୍ରଶାସନିକ ଅଧିକାରୀ ସୁନିତା ସିଂ , ପୂର୍ତ ବିଭାଗ ସୁପେରିତେଡ଼େଣ୍ଟ ଶ୍ରୀ ପ୍ରବାସ ମାଝୀ , …..ଦେବବ୍ରତ ମହାନ୍ତି , ଡେପୁଟି କମିଶନେର ଅଜୟ ମହାନ୍ତି , ସୁବା ରାଓ , ଡ୍ର ସତ୍ୟବ୍ରତ ମହାପାତ୍ର , ପ୍ରମୁଖଙ୍କ ଉପସ୍ତିତିରେ ନିର୍ମାଣ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ମେୟର ଓ କମିସନଏର ପୁଙ୍ଖନୁପୁଙ୍ଖ ଭାବରେ ପଚାରି ବୁଝିଥିଲେ I ଏବଂ ଖୁବ ଶୀଘ୍ର ଏହି କାର୍ଯ୍ୟ ସମାପ୍ତ କରିବାକୁ ମଧ୍ୟ ତାଗିଦ କରାଯାଇଥିଲା


ଡାକ୍ତର ମାନଂକ ପାଇଁ ସ୍ୱତନ୍ତ୍ର ବାସଗୃହ ର ସୁବିଧା , ନର୍ସିଙ୍ଗ ଛାତ୍ରୀ ମାନଂକ ପାଇଁ ସ୍ୱତନ୍ତ୍ର ବାସଗୃହ ର ସୁବିଧା ଏବଂ ରୋଗୀ ମାନଙ୍କ ସମ୍ପର୍କୀୟ ମାନେ ରହିବା ପାଇଁ ସ୍ୱତନ୍ତ୍ର ଘର ପ୍ରଭୃତି ତିନୋଟି ନୂଆ ବିଲଡିଂ ନିର୍ମାଣ ପାଇଁ ମେୟର ଓ କମିଶଇନର ପ୍ରସ୍ତାବ ଦେବା ସହିତ ଖୁବ ଶୀଘ୍ର ସ୍ୱଷ୍ଟ ବିଭାଗ ଜରିଆରେ ଏହାର ନକ୍ସା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି . ହସ୍ପିଟାଲ ଭିତରେ ସ୍ୱତନ୍ତ୍ର ଡ୍ରେନ ନିର୍ମାଣ , ଜଳ ଯୋଗାଣ ଉପରେ ଅଗ୍ରାଧିକାର ଦିଆଯିବ . ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ତୁରନ୍ତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି . ନୂତନ ନିର୍ମାଣ ଗୃହ , ପୁରୁଣା ହସ୍ପିଟାଲ , ବର୍ଜ୍ୟ ବସ୍ତୁ ପଡିଥିବା ସ୍ଥାନ , କାଜୁଆଲିଟି ପ୍ରଭୃତି ମେୟର ଙ୍କ ସହିତ ସମସ୍ତ ଅଧିକାରୀ ବୁଲି ଦେଖିଥିଲେ . ଆଜିର ଏହି କାର୍ଯ୍ୟ କ୍ରମରେ କର୍ପୋରେଟର ଆରତୀ ସାହୁ , ବିଜୟ ବେହେରା , ରାଜୀବ ମହାନ୍ତି , ଜଗନ୍ନାଥ ସ୍ୱାଇଁ , ଦେବେନ୍ଦ୍ର ପାଣିଗ୍ରାହୀ , କାଳିଚରଣ ପାଣିଗ୍ରାହୀ , ମାଷ୍ଟର ଜ୍ଜନ ଆଶିଷ ବିଶ୍ୱାଳ , ପ୍ରମୁଖ ଉପସ୍ଥିତ ଥିଲେ .

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login