The Ultimate Managed Hosting Platform
ADVERTISEMENT

ଶିଶୁ ବଦଳ : ଡିଏନଏ ସାମ୍ପଲ ସଂଗ୍ରହ

Facebook
Twitter
LinkedIn

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା । ଡିଏନଏ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ କଲେ ଡାକ୍ତରୀ ଟିମ୍ । କୋର୍ଟଙ୍କ ନିଦେ୍ର୍ଦଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପଲ ସଂଗ୍ରହ । ରିପୋର୍ଟ ମିଳିବା ପରେ ସତ୍ୟାସତ୍ୟ ପଦାକୁ ଆସିବ । ସେପଟେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରୀ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଝିଅ ଜନ୍ମ ହୋଇଥିବା କଥା ମା’ ମାନୁଥିବା ବେଳେ ବାପା କିନ୍ତୁ ମାନିବାକୁ ନାରାଜ । ଘଟଣାରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ କାର୍ୟ୍ୟରେ ଅବହେଳା ଦର୍ଶାଇ ମହିଳା ଆଟେଣ୍ଡାଂଟକୁ ନିଲମ୍ବିତ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login