The Ultimate Managed Hosting Platform
ADVERTISEMENT

ଶିଶୁ ପାଇଁ ମୁହାଁମୁହିଁ

Facebook
Twitter
LinkedIn

ବ୍ରହ୍ମପୁର : ୪ ବର୍ଷର ଶିଶୁକୁ ନେଇ ଥାନାରେ ଦୁଇ ମହିଳାଙ୍କ ଏତଲା । ବୈଦନାଥପୁର ଥାନାରେ ଜନ୍ମଦାତ୍ରୀ ମା ଏବଂ ପାଳିତ ମା’ର ଏତଲା । ଶିଶୁଟିକୁ ଚୋରି କରି ନେଇଥିବା ଅଭିଯୋଗ ଆଣିଲେ ଜନ୍ମଦାତ୍ରୀ । ଶିଶୁଟିକୁ ପୋଷି ନ ପାରିବା କହି ଦେଇଥିବା ଅଭିଯୋଗ କଲେ ପାଳିତ ମା । ଏତଲା ପରେ ଶିଶୁଟିକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login