The Ultimate Managed Hosting Platform
ADVERTISEMENT

ଶିମିଳିପାଳରେ ମହାବାଳ ବାଘ ମୃତ

Facebook
Twitter
LinkedIn

ଭୁବନେଶ୍ୱର : ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ । ଦୁଦୁରୁଚୁମ୍ପା ଠାରେ ମହାବଳ ବାଘର ମୃତଦେହ ମିଳିଲା । ବାଘ ସମ୍ପର୍କରେ ଅଭୟାରଣ୍ୟ କ୍ଷେତ୍ର ନିଦେ୍ର୍ଦଶକଙ୍କ ସୂଚନା । ରାଜ୍ୟର ଏକମାତ୍ର ସ୍ଥାନ ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ଅବସ୍ଥିତି ଥିବା ବେଳେ ମହାବଳ ବାଘର ମୃତ୍ୟୁ ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ନଅଁଣା ରେଞ୍ଜର ଧୁଡୁରୁଚମ୍ପା ଅଞ୍ଚଳର ଜଂଗଲରେ ବାଘର ମୃତ ଦେହକୁ ବନ କର୍ମଚାରୀ ମାନେ ଠାବ କରିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ନେଇ ଡା ଗୋଗିନେନୀ ପ୍ରକାଶ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login