The Ultimate Managed Hosting Platform
ADVERTISEMENT

ଶିମିଳିପାଳରେ ବାଘ ଗଣନା

Facebook
Twitter
LinkedIn

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା । ୩ଟି ପର୍ଯ୍ୟାୟରେ ଚାଲିଛି ଗଣନା । ବାଘ ଗଣନାରେ ୭୦୦ କର୍ମଚାରୀ ନିୟୋଜିତ ଅଛନ୍ତି । ଶିମିଳିପାଳର ଉତ୍ତର ଦକ୍ଷିଣ ସମେତ ବିଭିନ୍ନ ବନଖଣ୍ଡରେ ଗଣନା । ରାଇରଙ୍ଗପୁର, କରଞ୍ଜିଆ ଓ ବାରିପଦା ବନଖଣ୍ଡରେ ଚାଲିଛି ଗଣନା । ଆଜିଠୁ ଆରମ୍ଭ ହୋଇ ଜାନୁଆରୀ ୨୦ ଯାଏ ସର୍ଭେ ଚାଲିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓଡ଼ିଶାର ସର୍ବବୃହତ ବ୍ୟାଘ୍ର ପ୍ରକଳ୍ପ । ଏନଟିସିଏ ଗଣନା ମୁତାବକ ଶିମିଳିପାଳରେ ୨୦ରୁ ଅଧିକ ବାଘ ଅଛନ୍ତି । ୨୭ ହଜାର ବର୍ଗ କିଲୋମିଟର ବ୍ୟସାର୍ଦ୍ଧ ଶିମିଳିପାଳ ଅଭୟାରଣ୍ୟ । ଏହି ଅଭୟାଣ୍ୟରେ ସର୍ବାଧିକ ମହାବଳ ବାଘ ଅଛନ୍ତି । ଚାରିବର୍ଷରେ ଥରେ ଏନଟିସିଏ ପକ୍ଷରୁ ଗଣାନା କରାଯାଉଥିବା ବେଳେ ସଠିକ ବାଘ ସଂଖ୍ୟା ଜାଣିବାକୁ ଚଳିତ ବର୍ଷ ଠାରୁ ରାଜ୍ୟ ସରକାର କରୁଛନ୍ତି ବାଘ ଗଣନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login