ଭୁବନେଶ୍ୱର : ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡରୁ ଫେରିଲେ ଦନ୍ତାହାତୀ । ୬ ଦିନ ପରେ ଭରତ ପୁର ଜଙ୍ଗଲ ଫେରିଲେ ୨ ହାତୀ । ନାଇଟ ଅପରେସନରେ ହାତୀଙ୍କୁ ଘଉଡାଇଲା ବନ ବିଭାଗ । ହାତୀଙ୍କୁ ଘଉଡାଇବାକୁ ନାକେଦମ ହେଲା ବନ ବିଭାଗ । ନାଇଟ-ଭିଜନ କ୍ୟାମେରାରୁ ଥିଲା ହାତୀଙ୍କ ଉପରେ ନଜର । ପାହାଡରୁ ଦନ୍ତା ଆଉଟ ପରେ ଖୋଲିଲା ଶିଖରଚଣ୍ଡୀ ପୀଠ । ଦନ୍ତାହାତୀଙ୍କୁ ନେଇ ଭୟଭୀତ ହୋଇପଡ଼ିଥିଲେ ଅଞ୍ଚଳବାସୀ । ଗତ ଶନିବାର ଠାରୁ ପାହାଡ଼ ଉପରକୁ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଥିଲା ।
Views: 46











