The Ultimate Managed Hosting Platform
ADVERTISEMENT

ଶିକ୍ଷାବିକାଶ ପରିଷଦ ପକ୍ଷରୁ ପବିତ୍ର ଗୁରୁ ଦିବସରେ ସ୍ଵନକ୍ଷତ୍ର ଉତ୍ସବ ପାଳିତ

Facebook
Twitter
LinkedIn

ଦାନଗଦୀ : ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ଶିକ୍ଷାବିକାଶ ପରିଷଦ ପକ୍ଷରୁ ଆଜି ଦାନଗଦୀ ଭବନ ଠାରେ ଚତୃଦ୍ଧଶ ବାର୍ଷିକ ସ୍ୱ-ନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଵିଧିବଦ୍ଧ ଭାବେ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଦ୍ବାରା ମୁଖପତ୍ର”ଜ୍ୟୋତିପ୍ରଭା ପତ୍ରିକା “ଉନ୍ମୋଚିତ ହୋଇଛି।ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶିକ୍ଷା ବିକାଶ ପରିଷଦ ଦାନଗଦୀର ଶିକ୍ଷକଙ୍କୁ ପ୍ରସଂସା କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ କଳିଙ୍ଗ ନଗର ଅତିରିକ୍ତ ଆୟୁକ୍ତ ଓ ଭୁଲେଖ ବନ୍ଦୋବସ୍ତ ଅଧିକାରୀ ଅକ୍ଷୟ ମଲ୍ଲିକ,ଦାନଗଦି ବ୍ଲକ ଅଧକ୍ଷା ଅର୍ଚ୍ଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଉତ୍ସବ ରେ କୃତି ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କୁ ସମର୍ଦ୍ଧିତ କରାଯାଇଥିବାର ଦେଖିବାକୁ ମିଳିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login