The Ultimate Managed Hosting Platform
ADVERTISEMENT

ଶିକ୍ଷକ ଆଶାୟୀଙ୍କ କାନଧରି ପ୍ରତିବାଦ

Facebook
Twitter
LinkedIn

ଭୁବନେଶ୍ୱର : ସଂସ୍କୃତ ଶିକ୍ଷକ ଆଶାୟୀଙ୍କ ଓଏସଏସସି ଅଫିସ ଆଗରେ କାନଧରି ପ୍ରତିବାଦ । ଟିଜିଟି ସଂସ୍କୃତ ମେରିଟ ଲିଷ୍ଟ ପ୍ରକାଶ ବିଳମ୍ବକୁ ନେଇ ପ୍ରତିବାଦ । ଆଶାୟୀ ସଂସ୍କୃତ ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ସଂସ୍କୃତ ବ୍ୟତୀକ ସମସ୍ତ ଟିଜିଟି ପଦବୀ ମେରିଟ ଲିଷ୍ଟ ପ୍ରକାଶିତ । କେଉଁ କାରଣରୁ ସଂସ୍କୃତ ଟିଜିଟ ମେରିଟ ଲିଷ୍ଟ ବାହାରିନି ଅସ୍ପଷ୍ଟ । ଗତ ମେ ୧୭ ତାରିଖରେ ୭୨୯ ଲିଭ୍ ଟ୍ରେନିଂ ରିଜର୍ଭ ଟିଚର-ଏଲଟିଆର ପାଇଁ ୫ହଜାର ଆଶାୟୀ ପରୀକ୍ଷା ଦେଇଥିଲେ । ଏହାସହ ବିଜ୍ଞାନ ଶିକ୍ଷକ ପଦବୀ ପାଇଁ ମଧ୍ୟ ପରୀକ୍ଷା ହୋଇଥିଲା । ହେଲେ ବିଜ୍ଞାନ ଶିକ୍ଷକଙ୍କ ରେଜଲ୍ଟ ବାହାରି ଡକ୍ୟୁମେଣ୍ଟ ଭେରିଫିକେସନ ହେବା ସହ ନିଯୁକ୍ତି ପାଇଁ ଘୋଷଣା ହୋଇସାରିଲାଣି । ହେଲେ ଏପର୍ୟ୍ୟନ୍ତ ସଂସ୍କୃତ ଶିକ୍ଷକ ଆଶାୟୀଙ୍କ ରେଜଲ୍ଟ ବାହାରିନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login