The Ultimate Managed Hosting Platform
ADVERTISEMENT

ଶିକ୍ଷକଙ୍କ ଘରେ ଜେସିବି ବୁଲାଇଲେ ଦୁର୍ବୁତ୍ତ

Facebook
Twitter
LinkedIn

କୋଣାର୍କ : ଶିକ୍ଷକଙ୍କ ଘରେ ଜେସିବି ବୁଲାଇଲେ ଦୁର୍ବୁତ୍ତ । ନିମାପଡା ଗୋଲେଇ ଛକରେ ଥିବା ଜଣେ ଶିକ୍ଷକଙ୍କ ଘର ଭାଙ୍ଗିଲେ । ପାଚେରି ଭାଙ୍ଗବା ପରେ ଗୁହାଳ ଘର ସହ କାର, ବାଇକ ଭାଙ୍ଗିଲେ । ୪ ଜଣ ଦୁର୍ବୁତ୍ତ ଜେସିବି ଦ୍ୱାରା ଘର ଭାଙ୍ଗୁଥିବା ସିସିଟିଭିରେ କଏଦ । ଜମିଜମା ବିବାଦରୁ ଘର ଭାଙ୍ଗିଥିବା ଅଭିଯୋଗ କଲେ ପରିବାର । ଦର୍ବୁୁତ୍ତ ପୂର୍ବରୁ ନିଶାଗ୍ରସ୍ତ ଅବସ୍ଥାରେ ମାରଣାସ୍ତ୍ର ଧରି ମହିଳାଙ୍କୁ ଅସଦାଚରଣ କରିବା ସହ ଘରେ ପଶି ଡକାୟତି ଓ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login