କୁଚିଣ୍ଡା : ଶିକ୍ଷକଙ୍କୁ ହତ୍ୟା । ଗଳାକାଟି ଶିକ୍ଷକଙ୍କୁ ହତ୍ୟା ହୋଇଥିବା ସନେ୍ଦହ । ଶିକ୍ଷକଙ୍କ ଗଳାକଟା ଅବସ୍ଥାରେ ମୃତଦେହ ଠାବ । କୁଚିଣ୍ଡା ଥାନା ଖର୍ଲା ପୋଲ ନିକଟରେ ପଡିଛି ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ । ପୋଲିସର ତଦନ୍ତ ଜାରି । ମୃତକ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୂଚନା । କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନେ୍ଦହ ।
Views: 69