The Ultimate Managed Hosting Platform
ADVERTISEMENT

ଶାଶୁକୁ ମାରିଥିଲା ବୋହୂ

Facebook
Twitter
LinkedIn

ଭୁବନେଶ୍ୱର : ଖଣ୍ଡଗିରି ବାରିରେ ବୃଦ୍ଧାଙ୍କୁ ହତ୍ୟା ଘଟଣା । ବୋହୂ ବୈଶାଖୀଙ୍କୁ ଗିରଫ କଲା ପୋଲିସ । ହତ୍ୟାକାଣ୍ଡର ୭ ଦିନ ପରେ ବୋହୂ ଗିରଫ । ଗତ ୧୫ ତାରିଖରେ ଘର ଭିତରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ବୋହୂ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ସୂଚନା ଅନୁଯାୟୀ ଗତ ୧୫ ତାରିଖ ମଙ୍ଗଳବାର ଦିନ ରୋଗୀଣା ବୃଦ୍ଧାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ଏହା ପରେ ବୃଦ୍ଧାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୁଲିସ ଏ ନେଇ ଖୋଳତାଡ ଆରମ୍ଭ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login