The Ultimate Managed Hosting Platform
ADVERTISEMENT

ଶାଳ ଗଛ ସହ ପିଟି ହେଲା ପିକଅପ ଭ୍ୟାନ

Facebook
Twitter
LinkedIn

କରଞ୍ଜିଆ : ଡ୍ରାଇଭରର ଆଖି ଲାଗି ଯିବାରୁ ଘଟିଗଲା ଦୁର୍ଘଟଣା । ମହୁଲଡିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ୫୩ ନମ୍ବର ଜାତୀୟ ରାଜପଥ ଘୋଡାଘାଟି ଜଙ୍ଗଲ ରେ ଘଟିଛି ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନ ରେ ଭୁବନେଶ୍ୱର ରୁ ବାହାରି ଯୋଡ଼ା ଓ ଯଶିପୁର ଦେଇ ଭୁବନେଶ୍ଵର ଫେରିବା ବାଟରେ ଅପରାହ୍ନ ପ୍ରାୟ ୨ଟା ସମୟରେ ଭୈରବ କୁଣ୍ଡ ଜଙ୍ଗଲ ରାସ୍ତାରେ ଶାଳ ଗଛ ସହ ଧକ୍କା ହୋଇଛି କୋରିୟର ପିକଅପ ଭ୍ୟାନ । ଦୁର୍ଘଟଣା ଗ୍ରସ୍ତ କୋରିୟର ଗାଡିର ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡିଛି। ଖବର ପାଇ ମହୁଲଡିହା ଥାନା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login