ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ । କ୍ରିକେଟର ମହମ୍ମଦ ଶାମିଙ୍କୁ ଦିଆଗଲା ଅର୍ଜୁନ ପୁରସ୍କାର । ମହମ୍ମଦ ଶାମି ୨୦୨୩ ବିଶ୍ୱକପରେ କମାଲ ପ୍ରଦର୍ଶନ କରିଥିଲେ । ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ପାଇଁ ସବୁଠାରୁ ଅଧିକ ୱିକେଟ ନେଇଥିଲେ ଶାମି । ତୀରନ୍ଦାଜ ଓଜାସ ପ୍ରବୀଣ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ । ୨୦୧୩ରେ ଭାରତୀୟ ଟିମରେ ଡେବ୍ୟୁ କରିଥିଲେ ଶାମି । ଭାରତ ପାଇଁ ୬୪ଟି ମ୍ୟାଚରେ ୨୨୯ ୱିକେଟ ନେଇଥିଲେ ।
Views: 109