The Ultimate Managed Hosting Platform
ADVERTISEMENT

ଶରୀରର ଉପରେ ଖରାପ ପ୍ରଭାବ ପକାଇପାରେ ଦହି, ଜାଣନ୍ତୁ ଏହାର ସଠିକ୍ ଉପାୟ

Facebook
Twitter
LinkedIn

ଦହି ଏପରି ଏକ ଡେରୀ ଫୁଡ୍ ଯାହାକି ଭାରତୀୟ ଥାଳିରେ ନିଶ୍ଚିତ ଭାବରେ ରହିଥାଏ। ସାଧାରଣତଃ ସମସ୍ତଙ୍କୁ ଦହି ଖାଇବାକୁ ଭଲ ଲାଗେ। ଗରମ ହେଉ କି ଥଣ୍ଡା, ଏହାର ସ୍ଥିତି ଯେ କୌଣସି ରୂପରେ ଖାଦ୍ୟରେ ରହିଥାଏ। ଲୋକମାନେ ଏହାକୁ ବିଭିନ୍ନ ଉପାୟରେ ଖାଇବାକୁ ପସନ୍ଦ କରନ୍ତି। ଏହାକୁ ଖାଇବାର ଅନେକ ଲାଭ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ ଜାଣିବା ଦହି ଖାଇବାର ଉପଯୁକ୍ତ ସମୟ ଏବଂ ଉପାୟ।

ଦହି ଖାଇବାର ସଠିକ୍‌ ସମୟ :

-ଦହି ଖାଇବା ପାଇଁ ଉପଯୁକ୍ତ ସମୟ ଥାଏ । ଯାହା ହେଉଛି ଅପରାହ୍ନ। ଏହି ସମୟରେ ଖାଇବା ଦ୍ୱାରା ହଜମ ଭଲ ହୋଇଥାଏ। ରାତିରେ ଏହାକୁ ଖାଇବା ଦ୍ୱାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏହି କାରଣରୁ, ଶରୀରରେ ପିତ୍ତ ଏବଂ କଫ ସହ ଏସିଡିଟି ମଧ୍ୟ ସୃଷ୍ଟି ହେବାକୁ ଲାଗେ।

-ଅପରାହ୍ନ ସମୟରେ ଦହି ୧ ଗିନାରୁ ଅଧିକ ଖାଇବା ଉଚିତ୍ ନୁହେଁ। ଯଦି ଆପଣଙ୍କୁ ଥଣ୍ଡା ହୋଇଛି। ତେବେ ଦୂରେଇ ରହିବା ଠିକ୍ ହେବ। କେବଳ ସତେଜ ଦହି ଖାଇବା ଉଚିତ୍। ଦୀର୍ଘ ସମୟ ଗଚ୍ଛିତ ଦହିକୁ ଖାଇବା ସ୍ୱାସ୍ଥ୍ୟ ଉପରେ ଭାରୀ ପଡିପାରେ।

-ଦହି ଖାଇବା ଦ୍ୱାରା ମୋଟାପଣ କମିଥାଏ। ଏହା କୋଲେଷ୍ଟ୍ରଲ ସ୍ତରକୁ ବଢିବାକୁ ଦିଏ ନାହିଁ ଏବଂ ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆଣିଥାଏ। ଏହା ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖାଁ ଖାଁ ଶ୍ରୀମନ୍ଦିର, ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା

ଆଜି ନୀଳାଦ୍ରିବିଜେ , ନୀଳକନ୍ଦରକୁ ଫେରିବେ ମହାବାହୁ

ପୁରୀ : ରତ୍ନବେଦୀରୁ ବାହୁଡି ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ । ନବଦିନାତ୍ମକ ଯାତ୍ରା ଶେଷ କରି ଆଜି...

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ADVERTISEMENT
ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

Login